ସୁନା ବଳା Sunā baḻā

  • ପ୍ରାଦେ. (ପାରିକୁଦ) ବି — ଶଗଡ଼ ଚକର ହାଣ୍ଡି ବା ତୁମ୍ବ ଉପରେ ଭିଡ଼ାଯିବା ଲୁହାର ପାତିଆ — Thin ring put round the nave of a cart wheel
  • ଦେ. ବି — ସୁନା ପୁଅ (ଦେଖ) — Sunā pua (See)
  • ଦେ. ବି — ସୁନା ତିଆରି ବଳା ବା ଖଡ଼ୁ — Gold bangle