ସୁନା ପୁଅ Sunā pua

  • ଦେ. ବି. ପୁଂ — (ବାଳକ ପ୍ରତି ସ୍ନେହ ସମ୍ବୋଧନ)— ଗେହ୍ଲା ପୁଅ — A fondled boy
  • ଦେ. ବି. ପୁଂ — (ଶିଶୁରଞ୍ଜନ ପଦ) ଉତ୍ତମ ସୁଶୀଳ ବାଳକ — (a term of the nursery) A good boy
  • ଦେ. ବି. ପୁଂ — (ଲକ୍ଷଣାର୍ଥ) ସର୍ବତ୍ର ଆଦୃତ ବ୍ଯକ୍ତି — A person who is fondled and petted everywhere
  • ଦେ. ବି. ପୁଂ — ପ୍ରୀତି ପାତ୍ର — Pet of favoured one
  • ଦେ. ବି. ପୁଂ — [ଉ—ଯେ ଖୋସାମତ କଲା; ସେ ହେଲା ସୁନା ପୁଅ।]