ସୁନା ପାତିଆ Sunā pātiā
- ପ୍ରାଦେ (ବାଲେଶ୍ୱର) ବି — ସୁନାର ପାତିଆ ଭଳି ଲମ୍ବା ମତ୍ସ୍ୟବିଶେଷ — A kind of long fish looking like a slender and thin strip of gold
- ପ୍ରାଦେ (ବାଲେଶ୍ୱର) ବି — [ଦ୍ର—ଏହି ମାଛ ଖୁବ୍ କ୍ୱଚିତ୍ ଦେଖିବାକୁ ମିଳେ।]
- ପ୍ରାଦେ (ବାଲେଶ୍ୱର) ବି — ସୁନାର ଖୁବ୍ ପତଳା ପତ୍ର — A thin strip of gold