ସୁନା ପାଣି Sunā pāṇi

  • ଦେ. ବି — କୌଣସି ପଦାର୍ଥକୁ ଗିଲ୍ଟି କରିବା ପାଇଁ ବା ସୁନେଲି ରଙ୍ଗ ମଡ଼ାଇବା ପାଇଁ ବ୍ଯବହୃତ ସ୍ୱର୍ଣ୍ଣ ବର୍ଣ୍ଣର ଏକପ୍ରକାର ଦ୍ରବ୍ୟ — Golden paint or water colour