ସୁନା ନାକୀ Sunā nākī
- ଦେ. ବିଣ. ସ୍ତ୍ରୀ — ଯେଉଁ କନ୍ୟାର ନାକ ସୁନା ପରି ସୁନ୍ଦର — (a girl) Having the nose as nice as gold
- ଦେ. ବିଣ. ସ୍ତ୍ରୀ — ଯେଉଁ ସ୍ତ୍ରୀ ନାକରେ ସୁନାର ଅଳଙ୍କାର ପିନ୍ଧିଥାଏ — (a woman) Wearing gold nose rings
- ଦେ. ବିଣ. ସ୍ତ୍ରୀ — [ଉ—କାହାଣୀର ସୁନା ନାକୀ ଝିଅର କଥା।]