ସୁନା ଦେହ Sunā deha

  • ଦେ. ବି — ସୁନା ପରି ହରିଦ୍ରାଭ ଗୌର ଶରୀର — A body having a golden coloured skin
  • ଦେ. ବି — ମୂଲ୍ୟବାନ୍ ଓ ସୁସ୍ଥ ଶରୀର — Valuable and healthy body
  • ଦେ. ବି — [ଉ—ସୁନା ଦିହ ଚୂନା କଲି ନ ଜାଣି—ସଙ୍ଗୀତ।]