ସୁନା ଦୂବ Sunā dūba

  • ଦେ. ବି (ବଣିଆ ଶବ୍ଦ) — ଦୁବ କେରା ପରି ଦିଶୁଥିବା ଜୁଡ଼ାରେ ଖୋସା ଯିବା ସୁନା ଅଳଙ୍କାର ବିଶେଷ — A kind of gold ornament resembling a bunch of Duba grass, worn on the chignon