ସୁନା ଦିହ ଚୂନା କରିବା Sunā diha chūnā karibā

  • ଦେ. କ୍ରି — ଶରୀରକୁ ବିନଷ୍ଟ କରିବା — To ruin one's body
  • ଦେ. କ୍ରି — ନିଜର ସ୍ୱାସ୍ଥ୍ୟକୁ ନଷ୍ଟ କରିବା — To ruin one's health
  • ଦେ. କ୍ରି — ନିଜକୁ କଳଙ୍କିତ କରିବା — To stain one's self