ସୁନା ଛାଆଣି Sunā chhā-āṇi

  • ଦେ. ବିଣ — ଉପରେ ସୁନା ପତ୍ର ମଡ଼ା ଯାଇଥିବା — Overlaid with gold
  • ଦେ. ବିଣ — (ଉ—ହାତି ଦାନ୍ତରେ ସୁନା ଛାଆଣି ହେବା ନ୍ଯାୟ—ଢଗ।)
  • ଦେ. ବି — ସୁନା ଛାଇଁବା; ଉପରେ ସୁନା ପତ୍ର ମଡ଼ାଇବା — Overlaying with gold leaf