ସୁନା କୂପ Sunā kūpa
- ଦେ. ବି — ସୁନାର କୂଅ — A well of gold
- ଦେ. ବି — (ଉ—ଆବର ଦେଖ ସୁନାକୂପ, ପାତାଳଭେଦୀ ଯେ ସ୍ୱରୂପ। ଯଶୋବନ୍ତ, ପ୍ରେମଭକ୍ତି ବ୍ରହ୍ମଗୀତା।)
- ଦେ. ବି — ପୁରୀର ଜଗନ୍ନାଥ ଦେଉଳର ବେଢ଼ା ଭିତରେ ଶୀତଳା ଦେବୀଙ୍କ ଦେଉଳ ଆଗରେ ଥିବା କୂଅ — A well inside the compound of the Temple of Jagannath at Puri in front of the Sītaḻā Idol
- ଦେ. ବି — [ଦ୍ର—ସ୍ନାନପୂର୍ଣ୍ଣିମା ଦିନ ଦେବବିଗ୍ରହମାନଙ୍କୁ ସେହି କୂପର ଜଳରେ ସ୍ନାନ କରାନ୍ତି, ବର୍ଷଯାକ ସେ କୂଅ ବନ୍ଦ ଥାଏ।]