ସୁନା କୁକୁଡ଼ା ଉଡ଼ାଇବା Sunā kukuṟḍ̠ā uṟḍ̠āibā

  • ପ୍ରାଦେ (ବାଙ୍କୀ) କ୍ରି — ଲାଭବାନ୍ ହେବା; କୌଣସି କାର୍ଯ୍ୟରେ କୃତକାର୍ଯ୍ୟ ହେବା — To win laurels; to be successful in an undertaking or enterprise