ସୁନା କାକରା Sunā kākarā
- ଦେ. ବି — ସ୍ତ୍ରୀମାନଙ୍କ ମସ୍ତକରେ କେଶ ଉପରେ ଖଞ୍ଜାଯିବା କାକରା ପିଠା ବା ପୂର୍ଣ୍ଣଚନ୍ଦ୍ର ଆକୃତିବିଶିଷ୍ଟ ସ୍ୱର୍ଣ୍ଣଅଳଙ୍କାର — A circular bit of gold, 3 to 4 inches in diameter, used as an ornament for the hair
- ଦେ. ବି — [ଦ୍ର—ଏହାକୁ ଅବଗୁଣ୍ଠନହୀନା ଦକ୍ଷିଣୀ ସ୍ତ୍ରୀମାନେ କେଶ ଉପରେ ଅଳଙ୍କାରସ୍ୱରୂପ ପିନ୍ଧନ୍ତି। ଏହାର ନିମ୍ନଦେଶରେ ହୁକ୍ ବା ଶିକୁଳି ଲଗାଯାଇ ତାହାକୁ କେଶ ସଙ୍ଗେ ସଂଲଗ୍ନ କରାଯାଇ— ଥାଏ। ଏଥିର ବ୍ୟାସ 3 - 4 ଇଞ୍ଚ୍ ପର୍ଯ୍ୟନ୍ତ ହୁଏ।] — [ଦ୍ର—ଏହାକୁ ଅବଗୁଣ୍ଠନହୀନା ଦକ୍ଷିଣୀ ସ୍ତ୍ରୀମାନେ କେଶ ଉପରେ ଅଳଙ୍କାରସ୍ୱରୂପ ପିନ୍ଧନ୍ତି ଏହାର ନିମ୍ନଦେଶରେ ହୁକ୍ ବା ଶିକୁଳି ଲଗାଯାଇ ତାହାକୁ କେଶ ସଙ୍ଗେ ସଂଲଗ୍ନ କରାଯାଇ— ଥାଏ ଏଥିର ବ୍ୟାସ3 - 4ଇଞ୍ଚ୍ ପର୍ଯ୍ୟନ୍ତ ହୁଏ]