ସୁନନ୍ଦା Sunandā
- ସଂ. ବିଣ. ସ୍ତ୍ରୀ (ସୁନନ୍ଦ+ଆ) — ସୁନନ୍ଦର ସ୍ତ୍ରୀଲିଙ୍ଗ — Feminine of Sunanda
- ସଂ. ବି. ସ୍ତ୍ରୀ — ଉମା; ପାର୍ବତୀ (ମେଦିନୀ) — Pārabatī
- ସଂ. ବି. ସ୍ତ୍ରୀ — ଗୋରୋଚନା (ମେଦିନୀ) — A yellow pigment derived from dead cows
- ସଂ. ବି. ସ୍ତ୍ରୀ — ନାରୀ (ବିଶ୍ୱ) — Woman
- ସଂ. ବି. ସ୍ତ୍ରୀ — ଉମାଙ୍କର ଜଣେ ସଖୀଙ୍କ ନାମ (ଶବ୍ଦମାଳା) — Name of a companion of Pārbatī
- ସଂ. ବି. ସ୍ତ୍ରୀ — ଅର୍କପତ୍ରୀ ଗୁଳ୍ମ (ରତ୍ନମାଳା); ଇଶଲାଙ୍ଗଳିଆ ବା ଲାଙ୍ଗଳିଆ ଗୁଳ୍ମ; କୁଆମଇତା? (କବିରାଜ ହରେକୃଷ୍ଣ ମିଶ୍ରଙ୍କ ଦ୍ରବ୍ଯଗୁଣ) — A plant; Gloriosa Superba
- ସଂ. ବି. ସ୍ତ୍ରୀ — (ନାମ) ଇନ୍ଦୁମତୀଙ୍କ ସ୍ୱୟମ୍ବର କାଳରେ ତାଙ୍କ ସଙ୍ଗେ ରାଜସଭାକୁ ଯାଇଥିବା ସଖୀଙ୍କ ନାମ — Name of the maid servant who accompanied the princess Indumatī to the Swayambara gathering
- ସଂ. ବି. ସ୍ତ୍ରୀ — କୃଷ୍ଣଙ୍କର ଜଣେ ପତ୍ନୀ (ହି. ଶ) — Name of a wife of Ṡrīkṛshṇa
- ସଂ. ବି. ସ୍ତ୍ରୀ — ବାଳିଙ୍କ ମାତା (ହି. ଶ) — Name of the mother of Bāḻi
- ସଂ. ବି. ସ୍ତ୍ରୀ — ଚେଦିରାଜ ସୁବାହୁଙ୍କ ଭଉଣୀ (ହି. ଶ) — Sister of king Subāhu
- ସଂ. ବି. ସ୍ତ୍ରୀ — ଭରତଙ୍କ ସ୍ତ୍ରୀ (ହି. ଶ) — Wife of Bharata
- ସଂ. ବି. ସ୍ତ୍ରୀ — ଧଳା ଗାଈ (ହି. ଶ) — White cow