ସୁନଜର Sunajara

  • ଦେ. ବି (ସଂ. ସୁ+ଫା. ନଜର୍) — ସୁଦୃଷ୍ଟି; ସାଂନୁଗ୍ରହ ଦୃଷ୍ଟି — Favourable look
  • ଦେ. ବି (ସଂ. ସୁ+ଫା. ନଜର୍) — ଦୟାପୂର୍ଣ୍ଣ ଦୃଷ୍ଟି — Kind look