ସୁଧୋଦ୍ଭବ Sudhodbhaba

  • ସଂ. ବି [ସୁଧା+ଉଦ୍ଭବ] — ଧନ୍ୱନ୍ତରି [ତ୍ରିକାଣ୍ଡଶେଷ] — The Divine physician
  • ସଂ. ବି [ସୁଧା+ଉଦ୍ଭବ] — [ଦ୍ର—ସମୁଦ୍ର ମନ୍ଥନ କାଳରେ ଧନ୍ୱନ୍ତରି ସୁଧା ଭାଣ୍ଡ ଧାରଣ କରି ସମୁଦ୍ରରୁ ବାହାରିଥିଲେ।]