ସୁଧାସ୍ରବା Sudhāsrabā

  • ସଂ. ବିଣ (ସୁଧାସ୍ରବସ୍ ଶବ୍ଦ 1 ମା. 1 ବ) — ଯହିଁରୁ ସୁଧା ଝରୁଥାଏ — From which nectar oozes
  • ସଂ. ବିଣ (ସୁଧାସ୍ରବସ୍ ଶବ୍ଦ 1 ମା. 1 ବ) — ସୁଧାବର୍ଷୀ (ଦେଖ) — Sudhā barshī (See)
  • ସଂ. ବି — ପ୍ରତିଜିହ୍ୱା; ଘଣ୍ଟିକା [ତ୍ରିକାଣ୍ଡଶେଷ] — The soft palate; epiglottis
  • ସଂ. ବି — ରୁଦନ୍ତୀଗୁଳ୍ମ—[ରାଜନିର୍ଘଣ୍ଟ] (ଦେଖ) — Rudantī guḻma (See)