ସୁଧାର Sudhāra

  • ଦେ. ବିଣ (ସଂ. ସୁଧାରା) — ଶୁଧାର (ଦେଖ) — Ṡudhāra (See)
  • ଦେ. ବି — ସଂସ୍କାର; ସଂଶୋଧନ; ସୁଧୁରିବା କର୍ମ — Reform; reformation
  • ଦେ. ବି — [ଉ—ସୁଧାର କାନୁନ କମିଟି।]