ସୁଧାମୟ Sudhāmaya
- ସଂ. ବିଣ (ସୁଧା+ପ୍ରାଚୁର୍ଯ୍ୟାର୍ଥେ. ମୟ) — ଅତି ମଧୁର — Very sweet
- ସଂ. ବିଣ (ସୁଧା+ପ୍ରାଚୁର୍ଯ୍ୟାର୍ଥେ. ମୟ) — ଅମୃତପୂର୍ଣ୍ଣ — Full of nectar
- ସଂ. ବିଣ (ସୁଧା+ପ୍ରାଚୁର୍ଯ୍ୟାର୍ଥେ. ମୟ) — ଚୂର୍ଣ୍ଣମୟ — Full of quicklime
- ସଂ. ବି — ଭୂପାଳଭବନ; ରାଜଭବନ (ଶବ୍ଦରତ୍ନାବଳୀ) — A place