ସୁଧାରିବା Sudhāribā

  • ଦେ. କ୍ରି — ଶୁଧୁରାଇବା (ଦେଖ) — Ṡudhurāibā (See)
  • ଦେ. କ୍ରି — [ଉ—ମୁଁ ଆପଣାକୁ ସୁଧାରି ପାରନ୍ତି, କେହି କିଛି ଭୟ କରେ ନାହିଁ। ନୀଳକଣ୍ଠ, ପିଲାଙ୍କ ରାମାୟଣ।]