ସୁଧାଧାର Sudhādhāra

  • ସଂ. ବି ( 6 ଷ୍ଠୀ ତତ୍, ସୁଘା+ଆଧାର—ସ୍ଥାନ, ଅଥବା ସୁଧା+ଆ+ଧୃ ଧାତୁ=ଧରିବା+କର୍ତ୍ତୃ ଅ) — ଅମୃତ ପାତ୍ର — A vessel of nectar
  • ସଂ. ବି ( 6 ଷ୍ଠୀ ତତ୍, ସୁଘା+ଆଧାର—ସ୍ଥାନ, ଅଥବା ସୁଧା+ଆ+ଧୃ ଧାତୁ=ଧରିବା+କର୍ତ୍ତୃ ଅ) — ଚନ୍ଦ୍ର — The moon