ସୁଧାଜୀବୀ Sudhājībī

  • ସଂ. ବି. ପୁଂ (ସୁଧା=ଚୁନକାମ+ଜୀବ୍ ଧାତୁ+କର୍ତ୍ତୃ ଇନ୍; 1 ମା 1 ବ) — ରାଜ ମିସ୍ତ୍ରୀ — A mason
  • ସଂ. ବି. ପୁଂ (ସୁଧା=ଚୁନକାମ+ଜୀବ୍ ଧାତୁ+କର୍ତ୍ତୃ ଇନ୍; 1 ମା 1 ବ) — ସୁଧା ଲେପନ (ତ୍ରିକାଣ୍ଡଶେଷ) — A white washer