ସୁଧାକୋଷ Sudhā kosha

  • ସଂ. ବି ( 6 ଷ୍ଠୀ ତତ୍; କିମ୍ବା ମ. ପ. ଲୋ ସୁଧା+କୋଷ) — ଅମୃତର ବା ଅମୃତମୟ ଭଣ୍ଡାର — The store of nectar
  • ସଂ. ବି ( 6 ଷ୍ଠୀ ତତ୍; କିମ୍ବା ମ. ପ. ଲୋ ସୁଧା+କୋଷ) — (ଉ—ବସୁଧାରେ ସୁଧାକୋଷ ବୋଲାଇ, ଶ୍ରୀଫଳ ଫଳ ବିଫଳ କରାଇ—ଭଞ୍ଜ, କୋଟିବ୍ରହ୍ମାଣ୍ଡ ସୁନ୍ଦରୀ।)