ସୁଧାକର ଦ୍ୱିବେଦୀ Sudhākara dwibedī
- ଦେ. ବି — ସ୍ୱର୍ଗତ ବିଖ୍ୟାତ ଗାଣିତିକ ପଣ୍ଡିତ — A late famous mathematician
- ଦେ. ବି — [ଦ୍ର—ଏହାଙ୍କର ଜନ୍ମ 1860 ଖ୍ରୀଷ୍ଟାବ୍ଦରେ। ଏ ଇଂରାଜୀ ଓ ସଂସ୍କୃତ ଗଣିତରେ ପାରଦର୍ଶୀ ହୋଇ ଇଉରୋପୀୟ ଗଣିତ ଅବଲମ୍ବନରେ ଗଣିତ ଓ ଜ୍ୟୋତିଷ ଆଦିର ଅନେକ ସଂସ୍କୃତ ଗ୍ରନ୍ଥ ରତନା କରି— ଥିଲେ। ଏହାଙ୍କ କୃତ 'ଗଣିତତରଙ୍ଗିଣୀ' ନାମକ ଜ୍ୟୋତିଷଗ୍ରନ୍ଥ ଅତି ପ୍ରସିଦ୍ଧ। ଏ କାଶୀ ସଂସ୍କୃତ କଲେଜର ପ୍ରଧାନ ଗଣିତ ଅଧ୍ୟାପକ ଥିଲେ। ଏ ଦୃକ୍ ଗଣିତର ଐକ୍ୟ ଅବଲମ୍ବନ କରି ସ୍ଫୁଟଗ୍ରହ ସାଧନୋପଯୋଗୀ ସାରଣୀ ପ୍ରସ୍ତୁତ କରିଥିଲେ। ଏ ବ୍ରହ୍ମସିଦ୍ଧାନ୍ତର ପ୍ରକାଶିକା ନାମକ ଏକ ଟୀକା କରିଥିଲେ। ଏହି ସବୁ ପାଣ୍ଡିତ୍ୟପୂର୍ଣ୍ଣ କାର୍ଯ୍ୟପାଇଁ ଏ ସରକାରଙ୍କଠାରୁ 'ମହାମହୋପାଧ୍ୟାୟ' ଉପାଧି ପାଇ— ଥିଲେ।] — [ଦ୍ର—ଏହାଙ୍କର ଜନ୍ମ1860ଖ୍ରୀଷ୍ଟାବ୍ଦରେ ଏ ଇଂରାଜୀ ଓ ସଂସ୍କୃତ ଗଣିତରେ ପାରଦର୍ଶୀ ହୋଇ ଇଉରୋପୀୟ ଗଣିତ ଅବଲମ୍ବନରେ ଗଣିତ ଓ ଜ୍ୟୋତିଷ ଆଦିର ଅନେକ ସଂସ୍କୃତ ଗ୍ରନ୍ଥ ରତନା କରି— ଥିଲେ ଏହାଙ୍କ କୃତ 'ଗଣିତତରଙ୍ଗିଣୀ' ନାମକ ଜ୍ୟୋତିଷଗ୍ରନ୍ଥ ଅତି ପ୍ରସିଦ୍ଧ ଏ କାଶୀ ସଂସ୍କୃତ କଲେଜର ପ୍ରଧାନ ଗଣିତ ଅଧ୍ୟାପକ ଥିଲେ ଏ ଦୃକ୍ ଗଣିତର ଐକ୍ୟ ଅବଲମ୍ବନ କରି ସ୍ଫୁଟଗ୍ରହ ସାଧନୋପଯୋଗୀ ସାରଣୀ ପ୍ରସ୍ତୁତ କରିଥିଲେ ଏ ବ୍ରହ୍ମସିଦ୍ଧାନ୍ତର ପ୍ରକାଶିକା ନାମକ ଏକ ଟୀକା କରିଥିଲେ ଏହି ସବୁ ପାଣ୍ଡିତ୍ୟପୂର୍ଣ୍ଣ କାର୍ଯ୍ୟପାଇଁ ଏ ସରକାରଙ୍କଠାରୁ 'ମହାମହୋପାଧ୍ୟାୟ' ଉପାଧି ପାଇ— ଥିଲେ]
- ଦେ. ବି — ଖ୍ରୀଷ୍ଟୀୟ ଦଶମ ଶତାବ୍ଦୀର ପ୍ରସିଦ୍ଧ ଜ୍ୟୋତିଷାଚାର୍ଯ୍ୟ — Name of an astrologer of the 10th century A. D
- ଦେ. ବି — [ଦ୍ର—ଏହି ସୁଧାକର ଦ୍ୱିବେଦୀଙ୍କ ବିଷୟ ପଣ୍ଡିତ ଚନ୍ଦ୍ରଶେଖର ମିଶ୍ରଙ୍କ ପ୍ରଣୀତ ସାମନ୍ତ ଚନ୍ଦ୍ରଶେଖରଙ୍କ ଜୀବନୀ ଗ୍ରନ୍ଥର 5 ମ ପୃଷ୍ଠାରେ ଲେଖାଅଛି— "ପଣ୍ଡିତ ସୁଧାକର ଦ୍ୱିବେଦୀ ଦଶମ ଶତାବ୍ଦୀର ଲୋକ ଥିବାର ଅନୁମତି ହୁଏ; କାରଣ ତଦୀୟ "ଗଣକ— ତରଙ୍ଗିଣୀ" ବା 'ମୁଞ୍ଜଳା' ଖ୍ରୀଷ୍ଟାବ୍ଦ 933 ରେ ପ୍ରଣୀତ ହୋଇଥିଲା।] — [ଦ୍ର—ଏହି ସୁଧାକର ଦ୍ୱିବେଦୀଙ୍କ ବିଷୟ ପଣ୍ଡିତ ଚନ୍ଦ୍ରଶେଖର ମିଶ୍ରଙ୍କ ପ୍ରଣୀତ ସାମନ୍ତ ଚନ୍ଦ୍ରଶେଖରଙ୍କ ଜୀବନୀ ଗ୍ରନ୍ଥର5ମ ପୃଷ୍ଠାରେ ଲେଖାଅଛି— "ପଣ୍ଡିତ ସୁଧାକର ଦ୍ୱିବେଦୀ ଦଶମ ଶତାବ୍ଦୀର ଲୋକ ଥିବାର ଅନୁମତି ହୁଏ; କାରଣ ତଦୀୟ "ଗଣକ— ତରଙ୍ଗିଣୀ" ବା 'ମୁଞ୍ଜଳା' ଖ୍ରୀଷ୍ଟାବ୍ଦ933ରେ ପ୍ରଣୀତ ହୋଇଥିଲା]