ସୁଧାଂଶୁ ଶେଖର Sudhāṁṡu ṡekhara

  • ସଂ. ବି. ପୁଂ (ବହୁବ୍ରୀହି; ସୁଧାଂଶୁ=ଚନ୍ଦ୍ର ଅଟନ୍ତି ଶେଖର=ଶିରୋଭୂଷଣ ଯାହାଙ୍କର) — ଶଶିଶେଖର; ମହାଦେବ — God Ṡiva
  • ଦେ. ବି (ପୁଂ) — ଲୋକଙ୍କୁ ଦିଆଯିବା ନାମ — A name given to males