ସୁଧା ଲେପ Sudhā lepa

  • ଦେ. ବି (ଶିଳ୍ପ ଶାସ୍ତ୍ର) — ଲାଖ, ଦେବଦାରୁ ଗଛର ନିର୍ଯାସ (ଝୁଣା), ଗୁଗ୍ଗୁଳ, ଗୃହଧୂମ (ଅଳନ୍ଧୁ) ମଦନ ଫଳର (ବା କଞ୍ଚା କଇଥର), ବେଲର ଓ କେନ୍ଦୁର ଅଠା ମିଶ୍ରିତ ଏକ ପ୍ରକାର ଲେପ — A kind of mixture of made of lac, resin, soot and gum of wood apple, bael and kendu fruits laid on stones
  • ଦେ. ବି (ଶିଳ୍ପ ଶାସ୍ତ୍ର) — ମଞ୍ଜିଷ୍ଠାର ଓ ହରିଡ଼ାର ସଦ୍ୟ ଅଠା ମିଶ୍ରିତ ଲେପ — A layer made of gums of myrobalam and Indian madder
  • ଦେ. ବି (ଶିଳ୍ପ ଶାସ୍ତ୍ର) — [ଉ—ଏହା କୋଠାର ଓ ଦେଉଳର କାନ୍ଥର ଲିପିଲେ— ତାହା ବହୁକାଳ ସ୍ଥାୟୀ ହୁଏ।]
  • ଦେ. ବି (ଶିଳ୍ପ ଶାସ୍ତ୍ର) — ଘରେ ଚୂନ ଲିପିବା — Plastering the walls of a house with slaked lime
  • ଦେ. ବି (ଶିଳ୍ପ ଶାସ୍ତ୍ର) — କାନ୍ଥରେ କଲିଚୂନ ଦ୍ୱାରା ସଫେଦି କରିବା — The white washing of the walls of a house