ସୁଧା ମୁଖୀ Sudhā mukhī

  • ସଂ. ବିଣ. ସ୍ତ୍ରୀ — 'ସୁଧାମୁଖ'ର ସ୍ତ୍ରୀଲିଙ୍ଗ — Feminine of 'Sudhā mukha
  • ସଂ. ବି. ସ୍ତ୍ରୀ — ଅପ୍ସରୋ-ବିଶେଷ (ହି. ଶ) — Name of a heavenly nymph
  • ଦେ. ବି. ସ୍ତ୍ରୀ — ସ୍ତ୍ରୀଲୋକଙ୍କ ନାମ — A name given to females