ସୁଧା ନିଧି Sudhā nidhi

  • ସଂ. ବି ( 6 ଷ୍ଠୀ ତତ୍; ସୁଧା+ନିଧ=ସ୍ଥାନ) — ଚନ୍ଦ୍ର (ଶବ୍ଦରତ୍ନାବଳୀ) — The moon
  • ସଂ. ବି ( 6 ଷ୍ଠୀ ତତ୍; ସୁଧା+ନିଧ=ସ୍ଥାନ) — ସମୁଦ୍ର (ହି. ଶ) — The ocean