ସୁଧର୍ମା Sudharmā
- ସଂ. ବିଣ (ସୁ+ଧର୍ମତ୍ୱ; 1 ମା. 1 ବ) — (ପୁଂ) ଅତି ଧାର୍ମିକ; ଧର୍ମପରାୟଣ — Very pious
- ସଂ. ବି — (ପୁଂ) କୁଟୁମ୍ବୀ (ଉଣାଦିକୋଷ); କୁଟୁମ୍ବପାଳକ ଗୃହସ୍ଥ (ହି. ଶ) — The head of a family; a householder
- ସଂ. ବି — (ସ୍ତ୍ରୀ) ଦେବସଭା; ଇନ୍ଦ୍ରଙ୍କ ସଭା — Name of the court of God Indra where the gods assemble for deliberation and sport
- ସଂ. ବି — (ପୁଂ) ଶେଷ ଜୈନଙ୍କର ଜନୈକ ଶିଷ୍ୟ; ଜୈନମାନଙ୍କର ଗଣାଧିପ ବିଶେଷ (ହି. ଶ) — Name of a disciple of the last Ja̲i̱na saint
- ସଂ. ବି — (ପୁଂ) କ୍ଷତ୍ରିୟ (ହି. ଶ) — A Kshatriya
- ସଂ. ବି — (ନାମ) ଦଶାର୍ଣ୍ଣର ଜଣେ ରାଜା (ହି. ଶ) — Name of a king of Daṡārṇṇa
- ଦେ. ବିଣ — ନମ୍ର; ଶାନ୍ତ — Mild; meek
- ଦେ. ବିଣ — [ଉ—ସୁଧର୍ମା ଗାଈର ବାଛୁରୀ ମରେ।]
- ଦେ. ବିଣ — ସୁଶୀଳ — Well disposed; of good nature