ସୁଧନ୍ୱାଚାର୍ୟ୍ୟ Sudhanwāchārj̄ya
- ସଂ ବି — ବ୍ରାତ୍ୟ ବୈଶ୍ୟଙ୍କ (ଅର୍ଥାତ ଯେଉଁ ବୈଶ୍ୟଙ୍କର ବ୍ରତ ହୋଇ ନଥାଏ ତାଙ୍କ) ଔରସରେ ସବର୍ଣ୍ଣା ସ୍ତ୍ରୀଗର୍ଭଜାତ ଜାତି (ମନୁ 10 ମ ଅଧ୍ୟାୟ) — ବ୍ରାତ୍ୟ ବୈଶ୍ୟଙ୍କ (ଅର୍ଥାତ ଯେଉଁ ବୈଶ୍ୟଙ୍କର ବ୍ରତ ହୋଇ ନଥାଏ ତାଙ୍କ) ଔରସରେ ସବର୍ଣ୍ଣା ସ୍ତ୍ରୀଗର୍ଭଜାତ ଜାତି (ମନୁ10ମ ଅଧ୍ୟାୟ)— The son of a fallen Ba̲i̱ṡya (i e, a Baiṡya who had not had his investiture) through a woman of the same caste