ସୁଦେଷ୍ଣା Sudeshṇā

  • ସଂ. ବି. ସ୍ତ୍ରୀ (ନାମ) — ବିରାଟ ରାଜାଙ୍କ ସ୍ତ୍ରୀ ଓ କୀଚକର ଭଗିନୀ, ଯାହାଙ୍କ ନିକଟରେ ଦ୍ରୌପଦୀ ପାଣ୍ଡବମାନଙ୍କ ଅଜ୍ଞାତବାସ ସମୟରେ ସୈରିନ୍ଧ୍ରୀ ରୂପେ ଆଶ୍ରୟ ନେଇଥିଲେ। — Name of the queen of 'Birāṭa' king and sister of Kichaka
  • ସଂ. ବି. ସ୍ତ୍ରୀ (ନାମ) — ବଳିଙ୍କ ସ୍ତ୍ରୀ (ହି. ଶ) — Name of the wife of Baḻi