ସୁଦୃକ୍ Sudṛuk

  • ସଂ. ବିଣ. ପୁଂ. ଓ ସ୍ତ୍ରୀ (ବହୁବ୍ରୀହି, ସୁ+ଦୃକ୍ ଯାହାଙ୍କର) — ସୁନୟନ; ସୁନ୍ଦର ନୟନଯୁକ୍ତ — Having graceful eyes
  • ସଂ. ବି — ସୁନ୍ଦରୀ ସ୍ତ୍ରୀ — A beautiful woman