ସୁଦାୟ Sudāya
- ସଂ. ବି (କର୍ମଧା; ସୁ+ଦାୟ) — ଉତ୍ତମ ଦାନ — A good gift
- ସଂ. ବି (କର୍ମଧା; ସୁ+ଦାୟ) — ସୌଦାୟିକ ଉପହାର; ଦେୟ ଯୌତୁକାଦି (ଭରତ); ପିତୃମାତୃଭର୍ତ୍ତୃ— କୁଳରୁ ବିବାହିତା କନ୍ୟାକୁ ଦିଆଯିବା ଧନାଦି ଉପହାର — Gifts given to a bridegroom by the families of her father, mother and husband
- ସଂ. ବି (କର୍ମଧା; ସୁ+ଦାୟ) — ବ୍ରତ ବେଦୀରେ ବ୍ରହ୍ମଚାରୀଙ୍କୁ ଦିଆଯିବା ଭିକ୍ଷା (ହି. ଶ) — Alms given to a Brahmachārī on the Upanayana altar
- ସଂ. ବି (କର୍ମଧା; ସୁ+ଦାୟ) — (ବହୁବ୍ରୀହି)—ସୁଦାୟଦାନକାରୀ ବ୍ଯକ୍ତି (ହି. ଶ) — A person who bestows the above gifts