ସୁଦାସ Sudāsa

  • ସଂ. ବି — (ନାମ)—ଦିବୋଦାସଙ୍କ ପୁତ୍ର (ହି. ଶ) — Son of Dibodāsa
  • ସଂ. ବି — (ନାମ) ଋତୁପର୍ଣ୍ଣଙ୍କ ପୁତ୍ର (ହି. ଶ) — Son of Ṛutu parṇa
  • ସଂ. ବି — (ନାମ) ଚ୍ୟବନଙ୍କ ପୁତ୍ର (ହି. ଶ) — Son of Chyabana
  • ସଂ. ବି — (ନାମ) ବୃହଦ୍ରଥଙ୍କ ପୁତ୍ର (ହି. ଶ) — Son of Bṛuha dratha