ସୁଦଳ Sudaḻa

  • ସଂ. ବି — କ୍ଷୀରମୋରଟ ନାମକ ଲତା (ରତ୍ନମାଳା) — Name of a medicinal creeper
  • ସଂ. ବି — [ଦ୍ର— ଏହା ମଧୁର କଷାୟରସ, ବଳକର, ଶୁକ୍ରବର୍ଦ୍ଧକ ଏବଂ ପିତ୍ତ, ଦାହ ଓ ଜରର ଶାନ୍ତିକାରକ ଅଟେ।]
  • ସଂ. ବି — ମୁଚକୁନ୍ଦ (ହି. ଶ) (ଦେଖ) — Muchakunda (See)
  • ସଂ. ବି — ସେନା (ହି. ଶ) — Army
  • ସଂ. ବିଣ — ସୁନ୍ଦର ଦଳବିଶିଷ୍ଟ — Having good leaves or petals