ସୁଦଂଷ୍ଟ୍ର Sudaṁsṭra

  • ସଂ. ବିଣ. ପୁଂ — ଶୋଭନଦନ୍ତବିଶିଷ୍ଟ — Having fine teeth
  • ସଂ. ବି — (ନାମ) କୃଷ୍ଣଙ୍କର ଏକ ପୁତ୍ର — A son of Kṛushṇa
  • ସଂ. ବି — (ନାମ) ସମ୍ବରର ଏକ ପୁତ୍ର — A son of Sambara