ସୁଦର୍ଶନ ଚୂର୍ଣ୍ଣ Sudarṡana chūrṇṇa

  • ସଂ. ବି (ବୈଦ୍ଯକ) — ଭାବପ୍ରକାଶୋକ୍ତ ଜ୍ୱର ରୋଗହର ଚୂର୍ଣ୍ଣ ବିଶେଷ — Name of a febrifuge powder
  • ସଂ. ବି (ବୈଦ୍ଯକ) — [ଦ୍ର—ତ୍ରିକଟୁ, ତ୍ରିଫଳା ଆଦି 55 ଟି ପଦାର୍ଥ ସମ ଭାଗରେ ଚୂର୍ଣ୍ଣ ହୋଇ ଏହି ଚୂର୍ଣ୍ଣ ପ୍ରସ୍ତୁତ କରାଯାଏ ଏବଂ ଏହା ଶୀତଳ ଜଳସହ ସେବ୍ୟ; ଜ୍ୱର, କାଶ, ଶ୍ୱାସ, ପାଣ୍ଡୁ, ହୃଦ୍ରୋଗ, ଗୁଳ୍ମ ଆଦି ରୋଗରେ ଏହା ଉପକାରୀ।] — [ଦ୍ର—ତ୍ରିକଟୁ, ତ୍ରିଫଳା ଆଦି55ଟି ପଦାର୍ଥ ସମ ଭାଗରେ ଚୂର୍ଣ୍ଣ ହୋଇ ଏହି ଚୂର୍ଣ୍ଣ ପ୍ରସ୍ତୁତ କରାଯାଏ ଏବଂ ଏହା ଶୀତଳ ଜଳସହ ସେବ୍ୟ; ଜ୍ୱର, କାଶ, ଶ୍ୱାସ, ପାଣ୍ଡୁ, ହୃଦ୍ରୋଗ, ଗୁଳ୍ମ ଆଦି ରୋଗରେ ଏହା ଉପକାରୀ]