ସୁଦଗ୍ରାହୀ Sudagrāhī

  • ଦେ. ବିଣ — ଯେ ମୂଳଧନ ପାଇଁ ଖାତକଠାରୁ ସୁଧ ନିଏ — One who takes interest on money advanced as loan
  • ଦେ. ବିଣ — [ଉ—ସୁଦଗ୍ରାହୀ ଅନ୍ନ ବିଷ୍ଠାର ସଙ୍ଗେ ସରି। ବେଶ୍ୟା ଅନ୍ନ ହୋଏ ବୀର୍ଯ୍ୟର ନାଶକାରୀ—କୃଷ୍ଣସିଂହ, ମହାଭାରତ, ଶାନ୍ତି।]