ସୁଦଖିଆ Suda khiā

  • ଦେ. ବି. ଓ ବିଣ ପୁଂ (ନିନ୍ଦାର୍ଥକ) — ଯେଉଁ ବ୍ଯକ୍ତି ଅତିରିକ୍ତ ପରିମାଣରେ ସୁଦ ନିଏ — A usurer
  • ଦେ. ବି. ଓ ବିଣ ପୁଂ (ନିନ୍ଦାର୍ଥକ) — ମାହାଜନୀର ସୁଦ ଯାହାର ଜୀବିକା — A professional moneylender