ସୁଦ ଖାଇବା Suda khāibā

  • ଦେ. କ୍ରି (ନିନ୍ଦାର୍ଥକ) — ମୂଳ ଧନ ପାଇଁ ଖାତକଠାରୁ ସୁଦ ନେବା — To realise interest on money lent
  • ଦେ. କ୍ରି (ନିନ୍ଦାର୍ଥକ) — ଖାତକଙ୍କ ଠାରୁ ସୁଦ ଅସୁଲ କରି ଜୀବିକା ନିର୍ବାହ କରିବା — To live on usury