ସୁତେଜାଃ Sutejāḥ

  • ସଂ. ବିଣ — ଶୋଭନ ତେଜୋଯୁକ୍ତ — Very bright
  • ସଂ. ବି — ଅତୀତକଳ୍ପୀୟ ଅର୍ହତ୍ଭେଦ (ହେମଚନ୍ଦ୍ର) — A Buddhist monk of the past era
  • ସଂ. ବି — ଆଦିତ୍ୟଭକ୍ତା (ରାଜନିର୍ଘଣ୍ଟ); ମଣ୍ଡୁକପର୍ଣ୍ଣୀ; ଅଣ— ସୋରିଷା ଗୁଳ୍ଧ — Cleome Viscosa (plant)