ସୁତେଜନ Sutejana

  • ଦେ. ବି — ଧନ୍ୱନ୍ ବୃକ୍ଷ (ଭାବପ୍ରକାଶ); ଧାମଣ ବା ଢାମଣ ଗଛ — A timber tree; Cordia Macleodiea
  • ଦେ. ବି — ସୁତୀକ୍ଷ୍ଣଶର (ହି. ଶ) — Very sharp arrow
  • ସଂ. ବିଣ — ସୁତୀକ୍ଷ୍ଣ (ହି. ଶ) — Very sharp