ସୁତୁରୁଣୀ Suturuṇī

  • ପ୍ରାଦେ. (ସମ୍ବଲପୁର, ବଲାଙ୍ଗିର, ଗଡ଼ଜାତ)—ବି. ସ୍ତ୍ରୀ — ଯେଉଁ ସ୍ତ୍ରୀ କୌଶଳକ୍ରମେ ସୁଖ ପ୍ରସବ କରାଇପାରେ — Accoucheuse; a midwife
  • ପ୍ରାଦେ. (ସମ୍ବଲପୁର, ବଲାଙ୍ଗିର, ଗଡ଼ଜାତ)—ବି. ସ୍ତ୍ରୀ — ଦୂତୀ — A panderess