ସୁତିକ୍ତକ Sutiktaka

  • ସଂ. ବି — ପାରିଭଦ୍ର; ପାଳଧୁଆ (ଜଟାଧାର) — The coral-flower tree
  • ସଂ. ବି — ଭୂନିମ୍ବ (ଶବ୍ଦରତ୍ନାବଳୀ) — A medicinal bitter plant; Gentiana Chirata
  • ସଂ. ବି — କ୍ଷେତପାପଡ଼ା (ହି. ଶ) — Kshetapāpaṟḍ̠ā (See)