ସୁତହିବୁକ ଯୋଗ Sutahibuka j̄oga

  • ସଂ. ବି (ଜ୍ୟୋତିଷ) — ବିବାହ ସଂବନ୍ଧୀୟ ଶୁଭ ଯୋଗ ବିଶେଷ — An auspicious conjunction of planets in a marriage-calculation
  • ସଂ. ବି (ଜ୍ୟୋତିଷ) — [ଦ୍ର—ବିବାହ କାଳରେ ଲଗ୍ନରେ ବା ଲଗ୍ନର ଚତୁର୍ଥ, ପଞ୍ଚମ, ନବମ ବା ଦଶମ ସ୍ଥାନରେ ବୃହସ୍ପତି ବା ଶୁକ୍ର ଥିଲେ, ଏହି ଯୋଗ ଘଟେ। ଏହି ଯୋଗ ଘଟିଲେ ବିବାହକାଳୀନ ଲଗ୍ନର ଯାବତୀୟ ଦୋଷ କଟିଯାଏ।]