ସୁତଳ Sutaḻa

  • ସଂ. ବିଣ—(ସୁ=ଶୋଭନ+ତଳ ଯାହାର; ବହୁବ୍ରୀହି) — ସୁନ୍ଦର ତଳବିଶିଷ୍ଟ — Having a good surface
  • ସଂ. ବି. — ସାତ ପାତାଳ ମଧ୍ୟରୁ ଏକ ପାତାଳର ନାମ — The name of one of the nether- regions of Hindu mythology
  • ସଂ. ବି. — ଅଟ୍ଟାଳିକାର ସର୍ବ ନିମ୍ନ ତଳ — The lowest floor of a multi-storied building
  • ସଂ. ବି. — ଅଟ୍ଟାଳିକାର ମୂଳପତ୍ତନ — The foundation of a building