ସୁତରେଇବା Sutareibā

  • ଦେ. କ୍ରି — ସୁତର ଲଗାଇବା (ଦେଖ) — Sutara lagāibā (See)
  • ଦେ. କ୍ରି — ଫୁସୁଲେଇବା; କଳକୌଶଳରେ ମନାଇବା; ଭଣ୍ଡାଇବା — To inveigle; to induce by tricks