ସୁତ ବସ୍କରା Suta baskarā

  • ସଂ. ବିଣ. ସ୍ତ୍ରୀ. (ସୁତ+ବସୁରା) — ସୁପ୍ତ ପୁତ୍ର ପ୍ରସୂ (ତ୍ରିକାଣ୍ଡ ଶେଷ) — (a woman) Who has given birth to seven sons