ସୁତ ନିର୍ବିଶେଷରେ Suta nirbiṡeshare

  • ଦେ. କ୍ରି. ବିଣ — ପୁତ୍ର ପ୍ରତି ଯେଉଁପରି ବ୍ଯବହାର, ପାଳନ, ସ୍ନେହ ବା ଦୃଷ୍ଟି କରାଯାଏ, ସେହିପରି — Like a son
  • ଦେ. କ୍ରି. ବିଣ — (ଉ— ସେ ପରର ଶିଶୁଟିଏ ପାଇ ତାକୁ ସୁତ ନିର୍ବିଶେଷରେ ପାଳନ କରୁ ଅଛନ୍ତି।)