ସୁଣୁସୁଣିଆ Suṇusuṇiā

  • ଦେ. ବିଣ — ଶରଦିଆ — Suffering from cold
  • ଦେ. ବିଣ — ସୁଣ୍କା (ଦେଖ) — Suṅ-kā (See)
  • ଦେ. ବି — ଓଷଧି ଶାକବିଶେଷ; ସୁନୁସୁନିଆ ଶାଗ — Marsiba Quadrifolia; a pot-herb
  • ଦେ. ବି — [ଦ୍ର—ଏହାକୁ ଖାଇଲେ ନିଦ ହେଉ ନଥିଲେ ସୁନିଦ୍ରା ହୁଏ। ଏହା ଜଳର ନିକଟବର୍ତ୍ତୀ ବାଲିରେ ବା ବାଲିଆ ମାଟିରେ ଜନ୍ମେ। ଏଥିର ପତ୍ର ଟଙ୍କା ପରି ଚେକା ଚେକା।]