ସୁଡ଼ୁକିବା Suṟḍ̠ukibā

  • ଦେ. କ୍ରି (ଧ୍ୱନ୍ୟନୁକରଣ) — ସୋଡ଼କିବା; ସୁଡ଼ ସୁଡ଼ ଶବ୍ଦ କରି ଜଳୀୟ ବା ଜଳମିଶ୍ରିତ ବସ୍ତୁ ଖାଇବା — To eat liquid things with a smacking sound